ଆମେ କିପରି କାମ କରୁ
ଆପଣଙ୍କ ବ୍ରାଣ୍ଡର ଶକ୍ତି, ଦୁର୍ବଳତା ଓ ସୁଯୋଗ ଚିହ୍ନଟ କରିବା ପାଇଁ ଆମେ ପ୍ରଥମେ ବଜାର, ପ୍ରତିଦ୍ୱନ୍ଦ୍ୱୀ ଓ ଲକ୍ଷ୍ୟ ଗ୍ରାହକଙ୍କୁ ଅଧ୍ୟୟନ କରୁ।
ଅନୁସନ୍ଧାନ ଏବଂ ବିଶ୍ଳେଷଣ
ଗବେଷଣା ଆଧାରରେ ଆମେ ପୋଜିସନିଂ, ଗ୍ରାହକଙ୍କୁ ଦିଆଯାଉଥିବା ମୂଲ୍ୟ ପ୍ରସ୍ତାବ ଓ ବ୍ରାଣ୍ଡ ଆର୍କିଟେକ୍ଚରକୁ ନେଇ ଏକ ବ୍ରାଣ୍ଡ ରଣନୀତି ପ୍ରସ୍ତୁତ କରୁ।
ରଣନୀତି ବିକାଶ
ଆପଣଙ୍କ ବ୍ରାଣ୍ଡକୁ ପ୍ରତିନିଧିତ୍ୱ କରୁଥିବା ଲୋଗୋ, ରଙ୍ଗ ପ୍ୟାଲେଟ୍, ଟାଇପୋଗ୍ରାଫି ଓ ଅନ୍ୟାନ୍ୟ ଦୃଶ୍ୟ ଉପାଦାନ ଆମେ ଡିଜାଇନ୍ କରୁ।
ଦୃଶ୍ୟ ପରିଚୟ ତିଆରି
ଆମର ବ୍ରାଣ୍ଡ ବିକାଶ ପ୍ରକ୍ରିୟାରେ କେତୋଟି ପର୍ଯ୍ୟାୟ ରହିଛି:
ବ୍ରାଣ୍ଡର ଉପାଦାନଗୁଡ଼ିକ ପ୍ରସ୍ତୁତ ହେଲେ, ସେଗୁଡ଼ିକୁ ୱେବସାଇଟ୍, ସାମାଜିକ ମାଧ୍ୟମ, ପ୍ୟାକେଜିଂ ଓ ବିଜ୍ଞାପନରେ ପ୍ରୟୋଗ କରିବାରେ ଆମେ ସାହାଯ୍ୟ କରୁ।
ବ୍ରାଣ୍ଡର ପ୍ରୟୋଗ
ବ୍ରାଣ୍ଡିଂ ଏକ ଗତିଶୀଳ ପ୍ରକ୍ରିୟା। ଆମେ ବ୍ରାଣ୍ଡର ପ୍ରଭାବଶୀଳତା ନିୟମିତ ଅନୁଧ୍ୟାନ କରୁ ଏବଂ ଗ୍ରାହକଙ୍କ ମତାମତ ଓ ବଜାର ଧାରା ଆଧାରରେ ପରିବର୍ତ୍ତନ କରୁ।
ମୂଲ୍ୟାଙ୍କନ ଓ ସଂଶୋଧନ